ଆତଙ୍କବାଦୀଙ୍କ ଏନ୍ତୁଡ଼ି ଶାଳରେ ଆତଙ୍କବାଦୀ ଆକ୍ରମଣ : ବିସ୍ଫୋରଣରେ ୪ ମୃତ ଓ ୨୦ ଆହତ

ଲାହୋର: ଆଜି ଗୁରୁବାର ଅପରାହ୍ନରେ ପାକିସ୍ତାନର ଐତିହାସିକ ଓ ପ୍ରସିଦ୍ଧ ଅନାରକଲି ବଜାରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆହତ ହୋଇଥିବା ୨୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମିଡିଆ ରିପୋର୍ଟ ଅନୁସାରେ ଏହି ବଜାରରେ ଅତ୍ୟନ୍ତ ଭିଡ ରହିଥାଏ ଓ ଏଥିରେ ପାର୍କିଂର କୌଣସି ବ୍ୟବସ୍ଥା ନାହିଁ। … Continue reading ଆତଙ୍କବାଦୀଙ୍କ ଏନ୍ତୁଡ଼ି ଶାଳରେ ଆତଙ୍କବାଦୀ ଆକ୍ରମଣ : ବିସ୍ଫୋରଣରେ ୪ ମୃତ ଓ ୨୦ ଆହତ